ମୁଁ ଜାଣେ ନା.......
ମୋ ରାଜ୍ଯର ଦୋଷ ନା ମୋ ଦେଶର ଦୋଷ
ମୁଁ ଜାଣେ ନା.......
ମୋ ନେତାର ଦୋଷ ନା ଜନତାର ଦୋଷ
ମୁଁ ଜାଣେ ନା.......
କହିବକି ମୋ ଭାଇ ଭଉଣୀ......
ଗରିବୀ ଦୋଷ ନା ଆତଂକବାଦୀ
ମୁଁ ଜାଣେ ନା....... ||
ପଥ ହୁଡା ପଥିକ ଟେ ଖୋଜୁଛି ମୁଁ ପ୍ରଗତି ରାସ୍ତା
ଫଟାନୋଟ୍ ଭଳି-ଫଟା ମୋ ଗାଁ ରୋଡ୍ ନାଆଁଟା
କହିବକି ମୋ ଭାଇ ଭଉଣୀ.......
ନୀତୀର ଦୋଷ ନା ରାଜନୀତୀ ର.......
ମୁଁ ଜାଣେ ନା....... ||
ଚଡା ଦର, ଅତ୍ଯାଚାର ବଢୁଛି ଦୀନକୁ ଦିନ
ଅମୁକ-ସମୁକ ଦେବା କହି ନେତା କିଣୁଛନ୍ତୀ ମନ
କହିବକି ମୋ ଭାଇ ଭଉଣୀ.......
ଲୋଭ ର ଦୋଷ ନା ଭୋଟ୍ ର ଦୋଷ...
ମୁଁ ଜାଣେ ନା....... ||
ମୋ ରାଜ୍ଯର ଦୋଷ ନା ମୋ ଦେଶର ଦୋଷ
ମୁଁ ଜାଣେ ନା.......
ମୋ ନେତାର ଦୋଷ ନା ଜନତାର ଦୋଷ
ମୁଁ ଜାଣେ ନା.......|
କହିବକି ମୋ ଭାଇ ଭଉଣୀ......
ଗରିବୀ ଦୋଷ ନା ଆତଂକବାଦୀ
ମୁଁ ଜାଣେ ନା....... ||
ଏସ ସଂଜଯ କୁମାର ସାହାଣୀ( ବାଲେଶ୍ବର / ବାଂଗାଲୋର )
...............*****..........*****..........................
***Font Problem For Kinuchhanti (କିଣୁଛଂତି) *** ମୋ ଗାଁ ରୋଡ୍ ( ( M G ରୋଡ୍ )