"ମାତୃଭୂମି ଓ ମୋର' ମାତୃଭାଷା-ମୋ ଓଡ଼ିଶା ଓ ମୋ' ଓଡ଼ିଆ ଭାଷା" "ଛୋଟ ମୋର ଗାଁ ଛୋଟ ମୋ' କୁଟୀର-ଛୋଟିଆ ସଂସାର ମୋ' ସମ ସ୍ଵର୍ଗପୁର" "Oriya Literature, Sahitya, Poetry, Short Story in Odia, Odia News, Odia Blogging, Social Networking, Article Collection, Web Design, Earn from Blog/YouTube/Google Adsense Tips, Tricks, Creative Post on Facebook/Twitter/YouTube Etc
Wednesday, January 24, 2018
କୁନ୍ଦୁଲି ଗଣଧର୍ଷଣର ପରିଣାମ ଆତ୍ମହତ୍ୟା Kunduli Gang Rape result Suicide
Tuesday, January 23, 2018
Monday, January 22, 2018
ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ
ଆଦରଣୀୟ ବନ୍ଧୁମାନେ,
ଆପଣ ଯଦି ପ୍ରକୃତରେ ବିଜେପିର ଜଣେ
ଦାୟିତ୍ୱବାନ ଓ ସକ୍ରିୟ ସଦସ୍ୟ ଅଟନ୍ତି,
ଅଥବା ଜଣେ ସାଧାରଣ ସଚ୍ଚୋଟ
ଓଡ଼ିଶାବାସୀ ଅଟନ୍ତି;
ଯେଉଁମାନେ ଭାବୁଛନ୍ତି
ବିଜେପି ସରକାର ଆସିଲେ ଓଡ଼ିଶାର
ବିକାଶ ହେବ ଓ ଅନ୍ୟରାଜ୍ୟ ପରି
ଆମ ରାଜ୍ୟ ଦେଶର ପ୍ରଗତିରେ ୧୦୦%
ଯୋଗଦାନ କରିବ ଓ ସୁନାର ଓଡିଶା ଗଢ଼ିବ |
"ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ"
ପ୍ରଥମେ ଗୋଟିଏ ପୋଷ୍ଟ
କାର୍ଡ କିଣନ୍ତୁ ଓ ଗୋଟିଏ ବାକ୍ୟ ଲେଖନ୍ତୁ |
"Please ensure honest & decisive leaders take up-
BJP
party posts in Odisha in the coming Days"ନିଜର ନାମ ଲେଖନ୍ତୁ ଓ ନିଜର ବିଜେପି ମେମ୍ବରଶିପ୍ ଆଇଡି ଲେଖନ୍ତୁ
(ଯଦି ଅଛି) ଓ ହସ୍ତାକ୍ଷର କରି ବିଜେପି ପାର୍ଟି ଅଫିସ କୁ ପଠାନ୍ତୁ |
ପୋଷ୍ଟ
କାର୍ଡର ଆଗ ପଟରେ ନିଜ ପଂଚାୟତ,ମଣ୍ଡଳ,ବ୍ଲକ ଓ ନିଜ ଜିଲ୍ଲାର ସମସ୍ତ
ସମସ୍ୟାମାନ ଲେଖିବ |
ପୋଷ୍ଟ କାର୍ଡର ପଛ ପଟରେ ସଭିଁଏ
ସମାନ ଲେଖିବେ | ଯେମିତି ନିମ୍ନଲିଖିତ ଫୋଟର ଲେଖା ହୋଇଛି |
ପ୍ଲିଜ ଏହି ମେସେଜକୁ ସୋସିଆଲ
ମିଡିଆରେ ସେୟାର କରନ୍ତୁ ପାରିବେ ଯଦି ଆପଣଙ୍କ ପଠାଉଥିବା
ପୋଷ୍ଟ କାର୍ଡର ଫୋଟୋ ଉଠାଇ ଫେସବୁକ,ଟ୍ୱିଟର,ବ୍ଲଗ ଓ
ୟୁଟ୍ୟୁବରେ ସେୟାର କରନ୍ତୁ |
ଯଦି ଏମିତି ଜାରିରହେ ଦିନଆସିବ
ହଜାର-ହଜାର ଖୋଲା-ଚିଠି ମାନ୍ୟବର ଅମିତ ଶାହାଙ୍କ ନିକଟରେ ପହଂଚିବ ଓ
ସେ ପଦକ୍ଷେପ ଦ୍ୱାରା କିଛି
ଭଲକାମ ଅବଶ୍ୟ ହେଵ ଓ ଓଡିଶାରେ ଗୋଟେ ଭଲ ସରକାର ନିଶ୍ଚିତ ପାଇବା |
ଧନ୍ୟବାଦ!
-ସାହାଣୀ ସଞ୍ଜୟ କୁମାର ଧଉଳି ଦୂରଭାଷ-୯୦୩୬୦୫୫୧୦୫
Subscribe to:
Posts (Atom)