"ମାତୃଭୂମି ଓ ମୋର' ମାତୃଭାଷା-ମୋ ଓଡ଼ିଶା ଓ ମୋ' ଓଡ଼ିଆ ଭାଷା" "ଛୋଟ ମୋର ଗାଁ ଛୋଟ ମୋ' କୁଟୀର-ଛୋଟିଆ ସଂସାର ମୋ' ସମ ସ୍ଵର୍ଗପୁର" "Oriya Literature, Sahitya, Poetry, Short Story in Odia, Odia News, Odia Blogging, Social Networking, Article Collection, Web Design, Earn from Blog/YouTube/Google Adsense Tips, Tricks, Creative Post on Facebook/Twitter/YouTube Etc
Monday, March 19, 2018
Wednesday, January 24, 2018
କୁନ୍ଦୁଲି ଗଣଧର୍ଷଣର ପରିଣାମ ଆତ୍ମହତ୍ୟା Kunduli Gang Rape result Suicide
Tuesday, January 23, 2018
Monday, January 22, 2018
ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ
ଆଦରଣୀୟ ବନ୍ଧୁମାନେ,
ଆପଣ ଯଦି ପ୍ରକୃତରେ ବିଜେପିର ଜଣେ
ଦାୟିତ୍ୱବାନ ଓ ସକ୍ରିୟ ସଦସ୍ୟ ଅଟନ୍ତି,
ଅଥବା ଜଣେ ସାଧାରଣ ସଚ୍ଚୋଟ
ଓଡ଼ିଶାବାସୀ ଅଟନ୍ତି;
ଯେଉଁମାନେ ଭାବୁଛନ୍ତି
ବିଜେପି ସରକାର ଆସିଲେ ଓଡ଼ିଶାର
ବିକାଶ ହେବ ଓ ଅନ୍ୟରାଜ୍ୟ ପରି
ଆମ ରାଜ୍ୟ ଦେଶର ପ୍ରଗତିରେ ୧୦୦%
ଯୋଗଦାନ କରିବ ଓ ସୁନାର ଓଡିଶା ଗଢ଼ିବ |
"ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ"
ପ୍ରଥମେ ଗୋଟିଏ ପୋଷ୍ଟ
କାର୍ଡ କିଣନ୍ତୁ ଓ ଗୋଟିଏ ବାକ୍ୟ ଲେଖନ୍ତୁ |
"Please ensure honest & decisive leaders take up-
BJP
party posts in Odisha in the coming Days"ନିଜର ନାମ ଲେଖନ୍ତୁ ଓ ନିଜର ବିଜେପି ମେମ୍ବରଶିପ୍ ଆଇଡି ଲେଖନ୍ତୁ
(ଯଦି ଅଛି) ଓ ହସ୍ତାକ୍ଷର କରି ବିଜେପି ପାର୍ଟି ଅଫିସ କୁ ପଠାନ୍ତୁ |
ପୋଷ୍ଟ
କାର୍ଡର ଆଗ ପଟରେ ନିଜ ପଂଚାୟତ,ମଣ୍ଡଳ,ବ୍ଲକ ଓ ନିଜ ଜିଲ୍ଲାର ସମସ୍ତ
ସମସ୍ୟାମାନ ଲେଖିବ |
ପୋଷ୍ଟ କାର୍ଡର ପଛ ପଟରେ ସଭିଁଏ
ସମାନ ଲେଖିବେ | ଯେମିତି ନିମ୍ନଲିଖିତ ଫୋଟର ଲେଖା ହୋଇଛି |
ପ୍ଲିଜ ଏହି ମେସେଜକୁ ସୋସିଆଲ
ମିଡିଆରେ ସେୟାର କରନ୍ତୁ ପାରିବେ ଯଦି ଆପଣଙ୍କ ପଠାଉଥିବା
ପୋଷ୍ଟ କାର୍ଡର ଫୋଟୋ ଉଠାଇ ଫେସବୁକ,ଟ୍ୱିଟର,ବ୍ଲଗ ଓ
ୟୁଟ୍ୟୁବରେ ସେୟାର କରନ୍ତୁ |
ଯଦି ଏମିତି ଜାରିରହେ ଦିନଆସିବ
ହଜାର-ହଜାର ଖୋଲା-ଚିଠି ମାନ୍ୟବର ଅମିତ ଶାହାଙ୍କ ନିକଟରେ ପହଂଚିବ ଓ
ସେ ପଦକ୍ଷେପ ଦ୍ୱାରା କିଛି
ଭଲକାମ ଅବଶ୍ୟ ହେଵ ଓ ଓଡିଶାରେ ଗୋଟେ ଭଲ ସରକାର ନିଶ୍ଚିତ ପାଇବା |
ଧନ୍ୟବାଦ!
-ସାହାଣୀ ସଞ୍ଜୟ କୁମାର ଧଉଳି ଦୂରଭାଷ-୯୦୩୬୦୫୫୧୦୫
Subscribe to:
Posts (Atom)