ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ... ✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ... ✍➡ଦୟାକରି MS.Ward Format ରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖା ଓ ପାଠକ/ପାଠିକାଙ୍କ ଦ୍ବାରା ଅଧିକ ସେୟାର କମେଣ୍ଟ ଆସିଥିବା ଲେଖା/ଭିଡ଼ିଓ ପାଇଁ ପାରଶ୍ରମିକ ଦେବାର ବ୍ୟବସ୍ତା ମଧ୍ୟ ଅଛି... ସମ୍ପର୍କ➡aapkekalamse@gmail.com

Saturday, October 10, 2015

ମୁଁ ଜାଣେ ନା.......


                     ମୁଁ ଜାଣେ ନା.......
            
    
ମୋ ରାଜ୍ଯର ଦୋଷ ନା ମୋ ଦେଶର  ଦୋଷ
                
ମୁଁ ଜାଣେ ନା.......
    
ମୋ ନେତାର ଦୋଷ ନା ଜନତାର ଦୋଷ‌
                         
ମୁଁ ଜାଣେ ନା.......
               
କହିବକି ମୋ ଭାଇ ଭଉଣୀ......
              
ଗରିବୀ ଦୋଷ ନା ଆତଂକବାଦୀ
                       
ମୁଁ ଜାଣେ ନା.......   ||

       
ପଥ ହୁଡା ପଥିକ ଟେ ଖୋଜୁଛି ମୁଁ ପ୍ରଗତି ରାସ୍ତା
       
ଫଟାନୋଟ୍ ଭଳି‍-ଫଟା ମୋ ଗାଁ ରୋଡ୍ ନାଆଁଟା  
                  
କହିବକି ମୋ ଭାଇ ଭଉଣୀ.......
             
ନୀତୀର ଦୋଷ ନା ରାଜନୀତୀ ର.......
                           
ମୁଁ ଜାଣେ ନା....... ||

           
ଚଡା ଦର, ଅତ୍ଯାଚାର ବଢୁଛି ଦୀନକୁ ଦିନ‌
           ଅମୁକ-ସମୁକ ଦେବା କହି ନେତା  କିଣୁଛନ୍ତୀ ମନ
                     
କହିବକି ମୋ ଭାଇ ଭଉଣୀ.......
               
ଲୋଭ ର ଦୋଷ ନା ଭୋଟ୍ ର ଦୋଷ...
                               
ମୁଁ ଜାଣେ ନା....... ||

        
ମୋ ରାଜ୍ଯର ଦୋଷ ନା ମୋ ଦେଶର  ଦୋଷ
                             
ମୁଁ ଜାଣେ ନା.......
        
ମୋ ନେତାର ଦୋଷ ନା ଜନତାର ଦୋଷ‌
                            
ମୁଁ ଜାଣେ ନା.......|
                  
କହିବକି ମୋ ଭାଇ ଭଉଣୀ......
                  
ଗରିବୀ ଦୋଷ ନା ଆତଂକବାଦୀ
                           
ମୁଁ ଜାଣେ ନା.......   ||

ଏସ ସଂଜଯ କୁମାର ସାହାଣୀ( ବାଲେଶ୍ବର / ବାଂଗାଲୋର )
...............*****..........*****..........................
***Font Problem  For Kinuchhanti  (କିଣୁଛଂତି)    *** ମୋ ଗାଁ ରୋଡ୍ ( ( M G ରୋଡ୍ )